ଦାଦନ ଦୁଃଖ: ଦଲାଲ କାଟିଦେଲା ପାଦ ଓ ପାପୁଲି

ମୋହନା: ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଦାମଦୁଆ ପଞ୍ଚାୟତ ନିକଟସ୍ଥ କୋଲବା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ସାଙ୍କ ମୁର୍ମୁ(୪୫) ଗତ ସେପ୍ଟେମ୍ବର ୧୩ ତାରିଖରେ ହରଭାଙ୍ଗି ଅଞ୍ଚଳର ଆଦର ବର୍ଦ୍ଧନ ନାମକ ଜଣେ ଯୁବକ ସାଙ୍କଙ୍କ ସହ ଆଉ ୫ ଜଣକୁ ଦାଦନ ଖଟେଇବା ପାଇଁ ଉତ୍ତରପ୍ରଦେଶ … Continue reading ଦାଦନ ଦୁଃଖ: ଦଲାଲ କାଟିଦେଲା ପାଦ ଓ ପାପୁଲି